Skip to main content

Full text of "Odisha Gazette, 2008-05-27, No. 1155"

See other formats


The Orissa 


ଶାସନ 


Gazette 


EXTRAORDINARY 


PUBLISHED BY AUTHORITY 


N0. 


1155, 


CUTTACK , 


FRIDAY, 


JUNE 


13 , 


2008/ JAISTHA 


23 , 


1930 


) 


ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ 


ଘୋଷଣା 


ତା 27 ମଇ 2008 


ନଂ .23352- ଏଲ୍.ଏ.ବି)-17/ 2006-( ବୌଦ୍ଧ) ରା.ବି.ପ.– ଯେହେତୁ ଓଡ଼ିଶା ସରକାରଙ୍କୁ ପ୍ରତୀତ ହେଉଛି କି, 


ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଅର୍ଥାତ୍ ବାଘ ଜଳସେଚନ ପ୍ରକଳ୍ପ ( ଦହ୍ୟ ଡିଷ୍ଟ୍ରିବ୍ୟୁଟାରୀ ) ପାଇଁ ସରକାର ସରକାରୀ 


ବ୍ୟୟରେ ମୌଜା - କଦମପାଳ, ଥାନା - ମନମୁଣ୍ଡା , ଜିଲ୍ଲା - ବୌଦ୍ଧରେ ଭୂମି ଅର୍ଜନ କରିବା ଆବଶ୍ୟକ ହେଉଅଛି । ତେଣୁ 


ଏତଦ୍ବାରା ଘୋଷଣା କରାଯାଉଛି କି, ଉକ୍ତ ଉଦ୍ଦେଶ୍ୟରେ ପ୍ରାୟ ଏ 2.20 କର ପରିମିତ ଭୂମି ଉପରୋକ୍ତ ଗ୍ରାମରେ 


ଆବଶ୍ୟକ ହେଉଅଛି । 


ଭୂ- ଅର୍ଜନ (ସଂଶୋଧିତ) ଆଇନ, 1984 ଦ୍ବାରା ସଂଶୋଧିତ ହେବା ପ୍ରକାରେ 1894 ର ଅଧିନିୟମର ଧାରା ରେ 


ବ୍ୟବସ୍ଥାନୁଯାୟୀ ପ୍ରଣୀତ ଏହି ଘୋଷଣାଟି ଏଥି ସହିତ ସଂପୃକ୍ତ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ଅଟେ । 


ଭୂ - ଅର୍ଜନ ଆଇନର 4(1 ) ଧାରା ଅନୁଯାୟୀ ଅଧିସୂଚନା ନଂ . 13687/ରା.ବି.ପ., ତା 5-4-2007 ରିଖରେ 


ପ୍ରକାଶିତ ହୋଇଥିବା ଭୂମି ଅନୁସୂଚୀ ଉକ୍ତ ଘୋଷଣାନାମା ଅନ୍ତର୍ଭୁକ୍ତ ଅଟେ । 


ଉକ୍ତ ଭୂମିର ଏକ ନସା ଜିଲ୍ଲାପାଳ, ବୌଦ୍ଧଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିପାରିବ । 


ରାଜ୍ୟପାଳଙ୍କ ଆଦେଶକ୍ରମେ 


ମୋହନ ପ୍ରସାଦ ମିଶ୍ର 


ଯୁଗ୍ମ ଶାସନ ସଚିବ 


Printed and published by the Director, Printing , Stationery and Publication , Orissa , Cuttack - 10 

Ex. Gaz 401-193 + 20